Advertisment

ବାବୁଆଣୀ କହୁଥିଲେ ମାଲିସ କର !

ଲୁଗାପଟା ସଫାଠାରୁ ଆରମ୍ଭ କରି ଘରର ଯାବତୀୟ କାମ ହୋମଗାର୍ଡ କରୁଛନ୍ତି। କେବଳ ସେତିକି ନୁହେଁ, ଡିଆଇଜିଙ୍କ ପତ୍ନୀଙ୍କୁ ନିଇତି ମାଲିସ କରିବାକୁ ପଡୁଥିଲା । ଦିନେ ଯଦି ବନ୍ଦ ହେଲା ମାଡ ମାରୁଥିଲେ ।

author-image
Manoj Swain

ଉପରିସ୍ଥ ବାବୁଙ୍କ ଘରେ ଗଧ ଭଳି ଖଟୁଛନ୍ତି ହୋମଗାର୍ଡ। ବାଥରୁମ ଘଷୁଥିଲେ, ଟଏଲେଟ ସଫା କରୁଥିଲେ। ବାସନ ମାଜିବା ସହିତ ଘର ପୋଛୁଥିଲେ ।  ପିଲାଛୁଆଙ୍କ ସବୁ କାମ କରାଉଥିଲେ । ଲୁଗାପଟା ସଫାଠାରୁ ଆରମ୍ଭ କରି ଘରର ଯାବତୀୟ କାମ ହୋମଗାର୍ଡ କରୁଛନ୍ତି। କେବଳ ସେତିକି ନୁହେଁ, ଡିଆଇଜିଙ୍କ ପତ୍ନୀଙ୍କୁ ନିଇତି ମାଲିସ କରିବାକୁ ପଡୁଥିଲା । ଦିନେ ଯଦି ବନ୍ଦ ହେଲା ମାଡ ମାରୁଥିଲେ ।

Advertisment
Odisha Police