Advertisment

ନିଜେ ନିଜକୁ କରିଥିଲେ ଅପହରଣ

ପୂରା ଫିଲ୍ମ ଷ୍ଟାଇଲରେ କରିଥିଲେ ନାଟକ । ଆଉ ନିଜେ ନିଜକୁ କରିଥିଲେ ଅପହରଣ ।

author-image
Manoj Swain

ପୂରା ଫିଲ୍ମ ଷ୍ଟାଇଲରେ କରିଥିଲେ ନାଟକ । ଆଉ ନିଜେ ନିଜକୁ କରିଥିଲେ ଅପହରଣ । ବାଇକ, ଚପଲ୍ ଓ ଲ୍ୟାପଟପ୍ ଥୋଇ ମାରିଥିଲେ ଫେରାର । ହେଲେ ଅଭିଯୋଗ ହେବା ପରେ ପୁଲିସ ଖୋଲିଦେଲା ଗୁମର ।

Advertisment
Odisha Kendrapada