ନିଜେ ନିଜକୁ କରିଥିଲେ ଅପହରଣ | Odisha Reporter
Advertisment
ପୂରା ଫିଲ୍ମ ଷ୍ଟାଇଲରେ କରିଥିଲେ ନାଟକ । ଆଉ ନିଜେ ନିଜକୁ କରିଥିଲେ ଅପହରଣ । ବାଇକ, ଚପଲ୍ ଓ ଲ୍ୟାପଟପ୍ ଥୋଇ ମାରିଥିଲେ ଫେରାର । ହେଲେ ଅଭିଯୋଗ ହେବା ପରେ ପୁଲିସ ଖୋଲିଦେଲା ଗୁମର ।