କ୍ୟାପିଟାଲ ଥାନାରେ ଭିକେ ପାଣ୍ଡିଆନ୍ଙ୍କ ନାଁରେ ଦିଆଯାଇଛି ଏତଲା। ଆଇନଜୀବୀ ସୁଧିର ଚରଣ ମହାନ୍ତି ଦେଇଛନ୍ତି ଏହି ଏତଲା। ପାଣ୍ଡିଆନଙ୍କ ନାଁରେ ଅର୍ଥ ତୋଷରପାତ ଓ ବିପୁଳ କଳା ଟଙ୍କାକୁ ଧଳା କରିବା ଅଭିଯୋଗ ହୋଇଛି। ସେହିପରି ଖଣି ମାଫିଆଙ୍କ ଠାରୁ ସେ କୋଟି କୋଟି ଟଙ୍କା ଉତ୍କୋଚ ନେଇଥିବା ତଥା ଏକାଧିକ କମ୍ପାନୀକୁ ଅନୁକମ୍ପା ଦେଖାଇବା ଭଳି ଗୁରୁତର ଅଭିଯୋଗ ହୋଇଛି।
ସୁଧିର ଚରଣ ମହାନ୍ତି ଅଭିଯୋଗ କରିଛନ୍ତି ଯେ ହେଲିକପ୍ଟରରେ ଉଡ଼ି ରାଜକୋଷର ବ୍ୟାପକ କ୍ଷତି କରିଛନ୍ତି ପାଣ୍ଡିଆନ। ଏହି ଦୁର୍ନୀତିର ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ଅନ୍ୟପଟେ ଏହି ପ୍ରସଙ୍ଗରେ ପାଣ୍ଡିଆନଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ରାତି ଅଧରେ ଆସୁଥିଲେ, ଯୁବତୀଙ୍କୁ ଛାତକୁ ଟେକି ନେଉଥିଲେ
କ୍ଷତବିକ୍ଷତ ଶରୀର ଓ ଅସହାୟତା ଜୀବନକୁ ନେଇ ବଞ୍ଚୁଥିବା ରୀମା କିନ୍ତୁ ଭୟରେ ମୁହଁ ଖୋଲି ପାରୁନଥିଲେ। କାରଣ ମୁଣ୍ଡରେ ଘୂରି ବୁଲୁଥିଲା ଯୌନ ରାକ୍ଷସଙ୍କ ନାଲି ଆଖି। ତେଣୁ ସୂରୁଜ ଉଇଁବା ପୂର୍ବରୁ ଛାତରୁ ଆସି ବନ୍ଦୀ ରହିଥିବା ବାପାଙ୍କୁ ଘରୁ କାଢୁଥିଲେ।
Crime
ରାଜଧାନୀରେ ମାତିଛି ଦଲାଲ; ଗୋଟିଏ ଘର ଦେଖାଇ ଅନେକଙ୍କଠାରୁ ଲୁଟିଛି ଲକ୍ଷାଧିକ ଟଙ୍କା
ଶିଖାଗୁପ୍ତାଙ୍କ ପରି ଆଉ ଜଣେ ଯୁବକ ସମାନ ଘରକୁ ଭଡ଼ାରେ ନେବା ପାଇଁ ୨ ମାସର ଆଡଭାନ୍ସ ଦେଇ ଠକାମୀର ଶିକାର ହୋଇଛନ୍ତି। ସେ ଯାଜପୁର ଜିଲ୍ଲାର ଶୁଭମ ଶାଶ୍ୱତ ପୋଥାଳ। ପେସାରେ ସେ ଜଣେ ସଫଟୱେର କର୍ମଚାରୀ।
Crime
ନକ୍ସଲ ନାଁରେ ଚାନ୍ଦା ଆଦାୟ କରୁଥିଲେ ଦୁଇ ଯୁବକ
ଗତ ୫ ତାରିଖରେ ରାଇଘର ବ୍ଲକ୍ ଖୁଡ଼ୁକୁ ପଞ୍ଚାୟତ ରାସପୁର ଗାଁର ରାମଲାଲ ହରିଜନ ଓ ଖୁଡ଼ୁକୁ ଗ୍ରାମର ପିଲାରାମ ହରିଜନ ହାଟଭରାଣ୍ଡିର ଅନୀଲ କୁମାର ଗନ୍ତାଙ୍କ ଆଧାର କେନ୍ଦ୍ରକୁ ଯାଇଥିଲେ।
Crime
ବିଜେପି ନେତାଙ୍କୁ ବିଜେଡି ନେତାଙ୍କ ହତ୍ୟା ଧମକ
ଫୋନ୍ କରି ଗୋଡ଼େଇ ଗୋଡ଼େଇ ହାଣିଦେବେ ବୋଲି ଧମକ ଦେଇଛନ୍ତି ବିଜେଡି ନେତା।
Crime
YouTube ଦେଖି ଗଲ୍ ବ୍ଲାଡର ଅପରେସନ, ନାବାଳକ ମୃତ
ଗଲ୍ ବ୍ଲାଡର ଷ୍ଟୋନ୍ ଅପରେସନ ସମୟରେ ଜଣେ ୧୫ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି।