ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ

ଫରେଷ୍ଟର ପଦ୍ମାବତୀ ବେହେରା ଓ ଫରେଷ୍ଟ ଗାର୍ଡ ପ୍ରମିଳା ସେଣଙ୍କୁ ନିଲମ୍ବନ କରାଯାଇଥିବାରୁ ଜୟନ୍ତ କୁମାର ପ୍ରଧାନଙ୍କୁ ହାତୀଖୁଲିଆ ସେକ୍ସନର ଫରେଷ୍ଟର ଓ ମନୋହର ସିଂଙ୍କୁ ଫରେଷ୍ଟ ଗାର୍ଡ ଭାବେ ନିଯୁକ୍ତି ଦିଆଯାଇଛି।

Forest Office PhotoOR

ବାଲେଶ୍ୱର ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟ

Jitendra Garnayak
  • Published: Saturday, 06 January 2024
  • Updated: 06 January 2024, 11:40 AM IST

Sports

Latest News

ବାଲେଶ୍ୱର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାରେ ହାତୀଖୁଲିଆ ସେକ୍ସନର ଫରେଷ୍ଟର ପଦ୍ମାବତୀ ବେହେରା ଓ ଫରେଷ୍ଟ ଗାର୍ଡ ପ୍ରମିଳା ସେଣଙ୍କୁ ନିଲମ୍ବନ କରାଯାଇଛି। ବାଲେଶ୍ୱର ବନ ବିଭାଗ ପକ୍ଷରୁ କାର୍ଯ୍ୟରେ ଅବହେଳା ପାଇଁ ସେମାନଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।

କିଛି ଦିନ ତଳେ କୁଲଡ଼ିହା ରେଞ୍ଜ୍ ମଙ୍ଗଳପୁର ବିଟ୍ ହାତୀଖୁଲିଆ ସେକ୍ସନ ସାରୁଚୁଆ ନିକଟସ୍ଥ ସୁନାଖଣିରେ ଏକ ମୃତ ହାତୀକୁ ଠାବ କରାଯାଇଥିଲା। ପାଟ୍ରୋଲିଂରେ ଢିଲା ଯୋଗୁ ହାତୀର ମୃତ୍ୟୁ ନେଇ ବିଳମ୍ବରେ ଜଣାପଡ଼ିଥିଲା। ସେଥିପାଇଁ ଉଭୟ ଫରେଷ୍ଟର ଓ ଫରେଷ୍ଟଗାର୍ଡଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Also Read

ଫରେଷ୍ଟର ପଦ୍ମାବତୀ ବେହେରା ଓ ଫରେଷ୍ଟ ଗାର୍ଡ ପ୍ରମିଳା ସେଣଙ୍କୁ ନିଲମ୍ବନ କରାଯାଇଥିବାରୁ ଜୟନ୍ତ କୁମାର ପ୍ରଧାନଙ୍କୁ ହାତୀଖୁଲିଆ ସେକ୍ସନର ଫରେଷ୍ଟର ଓ ମନୋହର ସିଂଙ୍କୁ ଫରେଷ୍ଟ ଗାର୍ଡ ଭାବେ ନିଯୁକ୍ତି ଦିଆଯାଇଛି। ସେହିଭଳି ଆୟୁଷ୍ମାନ ପଣ୍ଡାଙ୍କୁ ମଙ୍ଗଳପୁର ବିଟ୍‌ର ଫରେଷ୍ଟ ଗାର୍ଡ ଭାବେ ନିଯୁକ୍ତି ଦିଆଯାଇଛି।

ଅନ୍ୟପକ୍ଷରେ ମୃତ ହାତୀଟି ମାଈ କି ଅଣ୍ଡିରା ଜଣାପଡ଼ିନାହିଁ। ସେହିଭଳି ତା’ର ସ୍ୱାଭାବିକ ମୃତ୍ୟୁ ହୋଇଥିଲା ତା ଶିକାରୀ ତାକୁ ମାରି ଦେଇଥିଲେ, ତାହା ଜଣାପଡ଼ିନାହିଁ। ଏସବୁ ଜାଣିବା ପାଇଁ ନମୁନା ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ଭୁବନେଶ୍ୱର ପଠାଯାଇଛି।

ନୀଳଗିରିରୁ ବିଶ୍ୱମ୍ବର ଦାସଙ୍କ ରିପୋର୍ଟ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story