Advertisment

ପୂର୍ବତନ ବିଜେଡି ନେତାଙ୍କୁ ଛୁରାମାଡ଼

ପୂର୍ବତନ ବିଜେଡି ନେତାଙ୍କୁ ଛୁରାମାଡ଼। ବାଲେଶ୍ୱର ଜିଲ୍ଲା ସହଦେବ ଖୁଣ୍ଟାର ପୂର୍ବତନ ବିଜେଡି ନେତା ତନ୍ମୟ ମହାନ୍ତି ଆଜି ମରଣାତ୍ମକ ଆକ୍ରମଣର ଶିକାର ହୋଇଛନ୍ତି।

Advertisment

ପୂର୍ବତନ ବିଜେଡି ନେତାଙ୍କୁ ଛୁରାମାଡ଼। ବାଲେଶ୍ୱର ଜିଲ୍ଲା ସହଦେବ ଖୁଣ୍ଟାର ପୂର୍ବତନ ବିଜେଡି ନେତା ତନ୍ମୟ ମହାନ୍ତି ଆଜି ମରଣାତ୍ମକ ଆକ୍ରମଣର ଶିକାର ହୋଇଛନ୍ତି। ହେଲେ ଏହା ପଛରେ ରେମୁଣା ବିଧାୟକ ଓ ଜଣେ ଠିକାଦାରଙ୍କ ହାତ ଥିବା ପରି ସାଂଘାତିକ ଅଭିଯୋଗ କରିଛନ୍ତି ତନ୍ମୟ ମହାନ୍ତି ।

Advertisment
Odisha Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe