ଘୁ. ଉଦୟଗିରି: ନିଖୋଜ ବାଳକ ୧୫ଦିନ ପରେ ପାଟଣାଗଡରୁ ଉଦ୍ଧାର, ମାମୁଁ ସମେତ ମହିଳା ଗିରଫ

ଘୁ. ଉଦୟଗିରି: ଘୁ. ଉଦୟଗିରି ଥାନା ଅନ୍ତର୍ଗତ ରାଇକୋଲା ବାଉଡିନାଜୁ ଗ୍ରାମରୁ ଗତ ୩୧ ତାରିଖରୁ ନିଖୋଜ ଥିବା ୪ ବର୍ଷର ବାଳକ ଅଙ୍କୁରକୁ ପୋଲିସ ବଲାଙ୍ଗିର ଜିଲ୍ଲା ପାଟଣାଗଡରୁ ଉଦ୍ଧାର କରିଛି । ଅପହରଣ ଅଭିଯୋଗରେ ପୋଲିସ ପିଲାର ମାମୁଁ ସହ ଜଣେ ମହିଳାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଅନ୍ୟ ଜଣେ ମହିଳା ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି । ସମ୍ପୃକ୍ତ ମହିଳା ଜଣଙ୍କ ଅଙ୍କୁରକୁ ରାଇକୋଲାରୁ […]

photo-1

photo-1

Rakesh Mallick
  • Published: Wednesday, 16 September 2015
  • Updated: 16 September 2015, 06:11 PM IST

Sports

Latest News

photo-1ଘୁ. ଉଦୟଗିରି: ଘୁ. ଉଦୟଗିରି ଥାନା ଅନ୍ତର୍ଗତ ରାଇକୋଲା ବାଉଡିନାଜୁ ଗ୍ରାମରୁ ଗତ ୩୧ ତାରିଖରୁ ନିଖୋଜ ଥିବା ୪ ବର୍ଷର ବାଳକ ଅଙ୍କୁରକୁ ପୋଲିସ ବଲାଙ୍ଗିର ଜିଲ୍ଲା ପାଟଣାଗଡରୁ ଉଦ୍ଧାର କରିଛି । ଅପହରଣ ଅଭିଯୋଗରେ ପୋଲିସ ପିଲାର ମାମୁଁ ସହ ଜଣେ ମହିଳାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଅନ୍ୟ ଜଣେ ମହିଳା ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି । ସମ୍ପୃକ୍ତ ମହିଳା ଜଣଙ୍କ ଅଙ୍କୁରକୁ ରାଇକୋଲାରୁ ପାଟଣାଗଡ ପଠାଇଥିଲା । ବର୍ତ୍ତମାନ ପୋଲିସ ମହିଳା ଜଣଙ୍କୁ ଖୋଜିଥିବା କହିଛି ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୩୧ ତାରିଖ ସକାଳେ ଅଙ୍କୁର ଅଙ୍ଗନୱାଡି କେନ୍ଦ୍ରକୁ ଯାଇ ଆଉ ଘରକୁ ଫେରି ନ ଥିଲା । ବହୁ ଖୋଜାଖୋଜି ପରେ ପରିବାର ଲୋକେ ନିରାଶ ହେବା ପରେ ଏ ନେଇ ଘୁ. ଉଦୟଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ନିଖୋଜ ମାମଲା (ନଂ. ୭୬/୧୫) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ସରୋଜକାନ୍ତ ମହନ୍ତଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ବଲାଙ୍ଗିର ଯାଇ ପାଟଣାଗଡ ନିକଟସ୍ଥ ରାମପାଲି ଗ୍ରାମରୁ ଅଙ୍କୁରକୁ ଉଦ୍ଧାର କରିଥିଲେ । ସେଠାରେ ଅଙ୍କୁରକୁ ରଖିଥିବା ଜଣେ ମହିଳାଙ୍କୁ ଗିରଫ କରି ପାଟଣାଗଡ ଏସଡିଜେଏମ କୋର୍ଟରେ ହାଜର କରି ରିମାଣ୍ଡରେ ଆଣିଥିଲା। ପଚାରଉଚରା ବେଳେ ଏହି ଘଟଣାରେ ଅଙ୍କୁରର ନିଜ ମାମୁଁ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇବା ପରେ ତାଙ୍କୁ ଗିରଫ କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story