Advertisment

ହତ୍ୟା ଅଭିଯୋଗରେ ବନ୍ଧା ହେଲେ ବିଜେଡି ନେତା

ଏହି ହତ୍ୟା ମାମଲାରେ ବିଜେଡି ନେତା ଅମିତ ପଟ୍ଟନାୟକଙ୍କ ସହ ତାଙ୍କର ଆଉ ଦୁଇ ସହଯୋଗୀ ପ୍ରତିକ ପଟ୍ଟନାୟକ ଓ ଦାଉଦ ଜେନାଙ୍କୁ ପୁଲିସ୍‌ ବାନ୍ଧିଛି।

Advertisment

ଲୁଟ୍‌ ଉଦ୍ଦେଶ୍ୟରେ ଘରେ ପଶିଥିଲେ। ଧରା ପଡ଼ିଯିବା ଭୟରେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ହତ୍ୟା କରିଥିଲେ। ପାଖାପାଖି ମାସେ ପରେ ହତ୍ୟା ଅଭିଯୋଗରେ ଛାତ୍ର ବିଜେଡି ନେତାଙ୍କ ସମେତ ୩ ଜଣଙ୍କୁ ବାନ୍ଧିଲା ଗଜପତି ଜିଲ୍ଲା ପୁଲିସ୍‌। ଏଥିସହ ଲୁଟ୍‌ ହୋଇଥିବା ଅଳଙ୍କାର ଜବତ କରିଛି ପୁଲିସ୍‌। ପାରଳାଖେମୁଣ୍ଡି କରଣ ସାହିର ଅମିତ ପଟ୍ଟନାୟକ ହେଉଛନ୍ତି ଗଜପତି ଜିଲ୍ଲା ଛାତ୍ର ବିଜେଡି ଉପ-ସଭାପତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Gajapati District
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe