Advertisment

ଚେହେରା ଦେଖାଇ ଯାତ୍ରୀଙ୍କୁ ଲୁଟୁଥିଲେ

ନିଜର ଆକର୍ଷଣୀୟ ଚେହେରାରେ ଫସାଉଥିଲେ। ଆଉ ନିଶା ଦେଇ ଟ୍ରେନ୍‌ ଯାତ୍ରୀଙ୍କୁ ଲୁଟୁଥିଲେ।

Advertisment

ନିଜର ଆକର୍ଷଣୀୟ ଚେହେରାରେ ଫସାଉଥିଲେ। ଆଉ ନିଶା ଦେଇ ଟ୍ରେନ୍‌ ଯାତ୍ରୀଙ୍କୁ ଲୁଟୁଥିଲେ। ରାଜଧାନୀ ଭୁବନେଶ୍ୱରର ବ୍ୟସ୍ତବହୁଳ ମାଷ୍ଟର କ୍ୟାଣ୍ଟିନ୍‌ରେ ନିଜର ଅପରାଧୀକ ସାମ୍ରାଜ୍ୟ ବିସ୍ତାର କରୁଥିଲେ ମୁସ୍କାନ ଓରଫ ସରିଫା ଖାତୁନ୍‌। ଆଜି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ମୁସ୍କାନ ଓ ତାଙ୍କର ୩ ସହଯୋଗୀଙ୍କୁ ଗିରଫ କରିଛି। ମୁସ୍କାନ କେମିତି ବିଛାଉଥିଲା ଜାଲ? ରାଜଧାନୀର ରାତି ପାହି ପାହି ଆସୁଥିଲା। ପୂରା ଅନ୍ଧକାର ହଟି ନଥିଲା। ତାହାରି ଭିତରେ ନିଜକୁ ସଜେଇ ହୋଇ ନିଜ ଗ୍ୟାଙ୍ଗକୁ ଧରି ଭୁବନେଶ୍ୱର ଷ୍ଟେସନ୍‌ରେ ପହଞ୍ଚୁଥିଲେ ମୁସ୍କାନ।

Advertisment
Loot Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe