Advertisment

ରାଜଧାନୀରେ ପୁଣି ଲଜ୍ଜା, ନିଶା ଦେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି ଜଣେ ନାବାଳିକା। ସେ ତାଙ୍କ ନାବାଳିକା ସାଙ୍ଗଙ୍କୁ ସେହି ନରରାକ୍ଷସଙ୍କ ମୁହଁକୁ ଠେଲି ଦେଇଥିଲେ।

author-image
Manoj Swain
ଅଦ୍ୟତନ ହୋଇଛି

ରାଜଧାନୀ ଭୁବନେଶ୍ୱରରେ ପୁଣି ଲଜ୍ଜା। ଜଣେ ନାବାଳିକାଙ୍କୁ କରାଯାଇଛି ଗଣ ଦୁଷ୍କର୍ମ। ଦୁଷ୍କର୍ମ ବେଳର ଭିଡିଓକୁ ଭାଇରାଲ ମଧ୍ୟ କରି ଦିଆଯାଇଛି। ଅଭିଯୁକ୍ତମାନଙ୍କୁ ପୁଲିସ କରିଛି ଗିରଫ। ତେବେ ସବୁଠୁ ଚିନ୍ତାଜନକ କଥା ହେଉଛି, ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି ଜଣେ ନାବାଳିକା। ସେ ତାଙ୍କ ନାବାଳିକା ସାଙ୍ଗଙ୍କୁ ସେହି ନରରାକ୍ଷସଙ୍କ ମୁହଁକୁ ଠେଲି ଦେଇଥିଲେ। ଆଉ ସେମାନେ ନିଶା ଦେଇ ତାଙ୍କୁ ଦୁଷ୍କର୍ମ କରିଥିଲେ। 

Advertisment
Bhubaneswar Gang Rape