ଅଦ୍ୟତନ ହୋଇଛି
ଝିଅର ଭିଡିଓ କଲେ, ମାଆକୁ ଟଙ୍କା ମାଗିଲେ || Bhubaneswar Minor Gang Rape Case || Sexual Assault Case || OR
Advertisment
ରାଜଧାନୀ ଭୁବନେଶ୍ୱରରେ ପୁଣି ଲଜ୍ଜା। ଜଣେ ନାବାଳିକାଙ୍କୁ କରାଯାଇଛି ଗଣ ଦୁଷ୍କର୍ମ। ଦୁଷ୍କର୍ମ ବେଳର ଭିଡିଓକୁ ଭାଇରାଲ ମଧ୍ୟ କରି ଦିଆଯାଇଛି। ଅଭିଯୁକ୍ତମାନଙ୍କୁ ପୁଲିସ କରିଛି ଗିରଫ। ତେବେ ସବୁଠୁ ଚିନ୍ତାଜନକ କଥା ହେଉଛି, ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି ଜଣେ ନାବାଳିକା। ସେ ତାଙ୍କ ନାବାଳିକା ସାଙ୍ଗଙ୍କୁ ସେହି ନରରାକ୍ଷସଙ୍କ ମୁହଁକୁ ଠେଲି ଦେଇଥିଲେ। ଆଉ ସେମାନେ ନିଶା ଦେଇ ତାଙ୍କୁ ଦୁଷ୍କର୍ମ କରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us