ଅଶାନ୍ତ ରାଜଧାନୀ, ଆତଙ୍କ ଖେଳାଉଛନ୍ତି ଚୋଟମରା ଗ୍ୟାଙ୍ଗ

ରାଜଧାନୀରେ ଫେଲ୍ ମାରିଛି କି ଆଇନ ଶୃଙ୍ଖଳା ? ଦିନକୁ ଦିନ ବଢି ଚାଲିଛି ଅପରାଧ, ଅପରାଧୀଙ୍କ ନାହିଁ ଭୟ। ଦେଖନ୍ତୁ ସିସିଟିଭିରେ କଏଦ ହୋଇଥିବା ଏହି ଦୃଶ୍ୟକୁ ।

Manoj Swain
  • Published: Wednesday, 30 August 2023
  • Updated: 30 August 2023, 05:44 PM IST

Sports

Latest News

ରାଜଧାନୀରେ ଫେଲ୍ ମାରିଛି କି ଆଇନ ଶୃଙ୍ଖଳା ? ଦିନକୁ ଦିନ ବଢି ଚାଲିଛି ଅପରାଧ, ଅପରାଧୀଙ୍କ ନାହିଁ ଭୟ। ଦେଖନ୍ତୁ ସିସିଟିଭିରେ କଏଦ ହୋଇଥିବା ଏହି ଦୃଶ୍ୟକୁ । ସ୍ଥାନ- ରାଜଧାନୀର ଶିଶୁପାଳଗଡ଼। ହାତରେ ମାରଣାସ୍ତ୍ର ଧରି 3 ଟି ବାଇକରେ ମାଡି ଆସିଥିଲେ ୯ ଜଣ ଅସାମାଜିକ ବ୍ୟକ୍ତି । କେହି କିଛି ବୁଝିବା ପୂର୍ବରୁ ରାସ୍ତାକଡରେ ଛିଡ଼ା ହୋଇଥିବା ଜଣେ ଯୁବକଙ୍କୁ କେମିତି ଅତର୍କିତ ଆକ୍ରମଣ କରୁଛନ୍ତି ଇଏ ହେଉଛି ତାର ସିସିଟିଭି ଫୁଟେଜ୍ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos