Advertisment

ଜେଲରେ ଗ୍ୟାଙ୍ଗଓ୍ୱାର, କେଉଁଠୁ ଆସୁଛି ଗଞ୍ଜେଇ ?

ଗତକାଲି ଝାରପଡ଼ା ଜେଲରେ ଗ୍ୟାଙ୍ଗୱାର ହୋଇଥିବା ସୂଚନା ମିଳିଥିଲା। ଚକରା ଓ ଶମ୍ଭୁ ଗ୍ୟାଙ୍ଗ ମଧ୍ୟରେ ତୀବ୍ର ଗଣ୍ଡଗୋଳରୁ ରକ୍ତପାତ ହୋଇଥିଲା।

author-image
Manoj Swain

ଗୋଟିଏ ପରେ ଗୋଟିଏ ଜେଲକୁ ଡେଉଁଛି ଗୋଷ୍ଠୀ ସଂଘର୍ଷ। ଅସୁରକ୍ଷିତ ହୋଇପଡିଛି ଜେଲର ସେଲ। ପଦାକୁ ଆସୁଛି ଜେଲ କର୍ତ୍ତୁପକ୍ଷଙ୍କ ଚରମ ଅବହେଳା। ଖୋର୍ଦ୍ଧା ଜେଲରେ ରକ୍ତପାତ ପରେ ଏବେ ଝାରପଡା ଜେଲ ଭିତରେ ଗ୍ୟାଙ୍ଗ ୱାର। ଗତକାଲି ଝାରପଡ଼ା ଜେଲରେ ଗ୍ୟାଙ୍ଗୱାର ହୋଇଥିବା ସୂଚନା ମିଳିଥିଲା। ଚକରା ଓ ଶମ୍ଭୁ ଗ୍ୟାଙ୍ଗ ମଧ୍ୟରେ ତୀବ୍ର ଗଣ୍ଡଗୋଳରୁ ରକ୍ତପାତ ହୋଇଥିଲା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhubaneswar