ଗୁଣ୍ଡା ଘର ଗୁଣ୍ଡ ପରେ ଗଞ୍ଜେଇ ମାଫିଆଙ୍କ ପାଳି | Odisha Reporter
ଗୁଣ୍ଡାଙ୍କ ଘର ଗୁଣ୍ଡ ପରେ ଟାର୍ଗେଟରେ ଗଞ୍ଜେଇ ମାଫିଆ । ଗଞ୍ଜେଇ ଚାଲାଣର ମଧ୍ୟସ୍ଥଳ ପାଲଟିଛି ବଲାଙ୍ଗିର ସହର। ଆଲିଶାନ ଘରୁ ଗଞ୍ଜେଇ ନେଟଓ୍ୱର୍କକୁ ଅପରେଟ କରୁଥିଲା ମାଫିଆ । ଶେଷରେ ଗଞ୍ଜେଇ ମାଫିଆଙ୍କ ଘରେ ଚାଲିଲା ବୁଲଡୋଜର ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
