ଗଞ୍ଜେଇ ମାଫିଆଙ୍କ ଘର ଉପରେ ଚାଲିଲା ବୁଲଡୋଜର

  • Published: Saturday, 19 August 2023
  • , Updated: 19 August 2023, 12:52 PM IST

ଗୁଣ୍ଡାଙ୍କ ଘର ଗୁଣ୍ଡ ପରେ ଟାର୍ଗେଟରେ ଗଞ୍ଜେଇ ମାଫିଆ । ଗଞ୍ଜେଇ ଚାଲାଣର ମଧ୍ୟସ୍ଥଳ ପାଲଟିଛି ବଲାଙ୍ଗିର ସହର। ଆଲିଶାନ ଘରୁ ଗଞ୍ଜେଇ ନେଟଓ୍ୱର୍କକୁ ଅପରେଟ କରୁଥିଲା ମାଫିଆ । ଶେଷରେ ଗଞ୍ଜେଇ ମାଫିଆଙ୍କ ଘରେ ଚାଲିଲା ବୁଲଡୋଜର ।

Related story