ପୁଲିସକୁ ମାରିଦେବାକୁ ମାଫିଆଙ୍କ ପ୍ଲାନ

ଜଣେ କିଏ ଦୌଡୁଛନ୍ତି । ପରେ ଏକ କାର ଦ୍ରୁତ ବେଗରେ ପଛୁଆ ମାଡି ଆସୁଛି। ଆଉ ପାଖରେ ଥିବା ଏକ ଧଳା ବୋଲେରୋ ଯେତେବେଳେ ଆସୁଛି ସେତେବେଳେ ପାଖରେ ଥିବା କିଛି ବ୍ୟକ୍ତିଙ୍କ ଉପରେ ଉକ୍ତ କାରଟି ମଡାଇ ଦେବାକୁ ଚେଷ୍ଟା କରୁଛି ।

Manoj Swain
  • Published: Tuesday, 05 September 2023
  • Updated: 05 September 2023, 06:39 PM IST

Sports

Latest News

ଜଣେ କିଏ ଦୌଡୁଛନ୍ତି । ପରେ ଏକ କାର ଦ୍ରୁତ ବେଗରେ ପଛୁଆ ମାଡି ଆସୁଛି। ଆଉ ପାଖରେ ଥିବା ଏକ ଧଳା ବୋଲେରୋ ଯେତେବେଳେ ଆସୁଛି ସେତେବେଳେ ପାଖରେ ଥିବା କିଛି ବ୍ୟକ୍ତିଙ୍କ ଉପରେ ଉକ୍ତ କାରଟି ମଡାଇ ଦେବାକୁ ଚେଷ୍ଟା କରୁଛି । ଏ ଦୃଶ୍ୟ କିଛି ସମୟ ପାଇଁ ଫିଲ୍ମ ସୁଟିଂର ଭ୍ରମ ସୃଷ୍ଟି କରିଥିଲା । ଲୋକେ ଭାବୁଥିଲେ ହିରୋ-ଭିଲେନର ସୁଟିଂ ଚାଲିଛି । ହେଲେ ବାସ୍ତବ କଥାଟି ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos