ସିକ୍ରେଟ୍ ଚାମ୍ବରରେ ଆସୁଥିଲା ଗଞ୍ଜେଇ। ଯାଞ୍ଚ ବେଳେ ଧରିଲା ପୁଲିସ୍। ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୁଲିସ୍। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ରହିତାସ ମିନା। ତାଙ୍କ ଘର ହେଉଛି ରାଜସ୍ଥାନରେ ବୋଲି ଜଣାପଡ଼ିଛି।
ଗୁରୁବାର ମାଲକାନଗିରି ଟାଉନ୍ ଦେଇ ଏକ ପିକ୍ଅପ୍ ଭ୍ୟାନ୍ ଦ୍ରୁତ ଗତିରେ ଯାଉଥିଲା। ପାଟ୍ରୋଲିଂ କରୁଥିବା ପୁଲିସ୍ ଗୌଡ଼ଗୁଡା ଛକରେ ଭ୍ୟାନ୍ଟିକୁ ଅଟକାଇଥିଲା। ଗାଡ଼ି ଯାଞ୍ଚ କରିଥିଲା ପୁଲିସ୍। ଯାଞ୍ଚ ବେଳେ ପିକ୍ଅପ୍ ଭ୍ୟାନ୍ର ସିକ୍ରେଟ୍ ଚାମ୍ବର ଥିବା ଦେଖିବାକୁ ପାଇଥିଲା ପୁଲିସ। ସେହି ସିକ୍ରେଟ୍ ଚାମ୍ବରରୁ ଗଞ୍ଜେଇ ଜବତ କରିଥିଲା ପୁଲିସ। ଯାଞ୍ଚ ବେଳେ ପିକ୍ଅପ୍ ଭ୍ୟାନ୍ରୁ ୨୫ କେଜିର ଗଞ୍ଜେଇ ଜବତ କରିଛି ପୁଲିସ୍। ଜବତ ହୋଇଥିବା ଗଞ୍ଜେଇ ମାଲକାନଗିରିରୁ ରାଜସ୍ଥାନ ଚାଲାଣ ହେଉଥିବା ଜଣାପଡ଼ିଛି।
Also Read
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବାରୁ ଅଢ଼େଇ ଲକ୍ଷ ଫାଇନ, ଲାଇସେନ୍ସ ରଦ୍ଦ
ଥ୍ରିସୁର ମେଡିକାଲ କଲେଜକୁ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିନଥିଲେ କାର ଚାଳକ। ସୋଶାଲ ମିଡିଆରେ ଭାଇରାଲ ହେଉଛି ଭିଡିଓ।
Crime
ହଣାହଣି ହେଲେ ସରପଞ୍ଚଙ୍କ ସ୍ୱାମୀ ଓ ସମିତି ସଭ୍ୟ; ଉଭୟ ମେଡ଼ିକାଲ୍ରେ
ଇଟାମାଟି ଥାନା ଶରଧାପୁର ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚଙ୍କ ସ୍ୱାମୀ ହେଉଛନ୍ତି ସନ୍ତୋଷ କୁମାର ମୁଦୁଲି। ସେହି ପଞ୍ଚାୟତର ସମିତି ସଭ୍ୟ ସୁଜିତ କୁମାର ପ୍ରଧାନ ହେଉଛନ୍ତି ବିଜେପି ସମର୍ଥିତ। ଉଭୟଙ୍କ ଘର ପାଖାପାଖି।
Crime
ମୁହଁ ଖୋଲିଲେ ଚର୍ଚ୍ଚିତ ବାବାଙ୍କ ବାପା: କହିଲେ- ମୋ ପୁଅ ଠାକୁର ନୁହେଁ
ଭିଡିଓ ବାର୍ତ୍ତା ଜାରି କରି ପଣ୍ଡିତ କାଶୀନାଥ ମିଶ୍ର କହିଛନ୍ତି, ୧୦ ବର୍ଷ ତଳେ ମୋ ପୁଅକୁ ୪ରୁ ୫ ବର୍ଷ ହୋଇଥିଲା। ସେତେବେ ଜଣେ ବନ୍ଧୁଙ୍କ ଘରେ ଜନ୍ମଦିନ ପାଳନ ହୋଇଥିଲା।
Crime
ରାଜଧାନୀରେ ପରିଚୟ ଖୋଜୁଛି ମୃତଦେହ
ଭୁବନେଶ୍ୱର ସତ୍ୟନଗର- ବାଣୀବିହାର ମଧ୍ୟରେ ରେଳ ଧାରଣା କଡ଼ରେ ଏକ ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିଲା। ସ୍ଥାନୀୟ ଲୋକେ ମୃତଦେହ ଦେଖି ଜିଆର୍ପିକୁ ଖବର ଦେଇଥିଲେ।
Crime
ଜଳନ୍ତା କାରରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର
ଏକ ଦୁର୍ଗମ ଅଞ୍ଚଳରେ କାର୍ ଜଳୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ।