Advertisment

ସିକ୍ରେଟ୍‌ ଚାମ୍ବରରେ ଚାଲାଣ ହେଉଥିଲା ଗଞ୍ଜେଇ

ଗୁରୁବାର ମାଲକାନଗିରି ଟାଉନ୍‌ ଦେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଦ୍ରୁତ ଗତିରେ ଯାଉଥିଲା। ପାଟ୍ରୋଲିଂ କରୁଥିବା ପୁଲିସ୍‌ ଗୌଡ଼ଗୁଡା ଛକରେ ଭ୍ୟାନ୍‌ଟିକୁ ଅଟକାଇଥିଲା। ଗାଡ଼ି ଯାଞ୍ଚ କରିଥିଲା ପୁଲିସ୍‌।

ଅଦ୍ୟତନ ହୋଇଛି
 Ganja seized

Ganja seized

Advertisment

ସିକ୍ରେଟ୍‌ ଚାମ୍ବରରେ ଆସୁଥିଲା ଗଞ୍ଜେଇ। ଯାଞ୍ଚ ବେଳେ ଧରିଲା ପୁଲିସ୍‌। ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୁଲିସ୍‌। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ରହିତାସ ମିନା। ତାଙ୍କ ଘର ହେଉଛି ରାଜସ୍ଥାନରେ ବୋଲି ଜଣାପଡ଼ିଛି।

Advertisment

ଗୁରୁବାର ମାଲକାନଗିରି ଟାଉନ୍‌ ଦେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଦ୍ରୁତ ଗତିରେ ଯାଉଥିଲା। ପାଟ୍ରୋଲିଂ କରୁଥିବା ପୁଲିସ୍‌ ଗୌଡ଼ଗୁଡା ଛକରେ ଭ୍ୟାନ୍‌ଟିକୁ ଅଟକାଇଥିଲା। ଗାଡ଼ି ଯାଞ୍ଚ କରିଥିଲା ପୁଲିସ୍‌। ଯାଞ୍ଚ ବେଳେ ପିକ୍‌ଅପ୍‌ ଭ୍ୟାନ୍‌ର ସିକ୍ରେଟ୍‌ ଚାମ୍ବର ଥିବା ଦେଖିବାକୁ ପାଇଥିଲା ପୁଲିସ। ସେହି ସିକ୍ରେଟ୍‌ ଚାମ୍ବରରୁ ଗଞ୍ଜେଇ ଜବତ କରିଥିଲା ପୁଲିସ। ଯାଞ୍ଚ ବେଳେ ପିକ୍‌ଅପ୍‌ ଭ୍ୟାନ୍‌ରୁ ୨୫ କେଜିର ଗଞ୍ଜେଇ ଜବତ କରିଛି ପୁଲିସ୍‌। ଜବତ ହୋଇଥିବା ଗଞ୍ଜେଇ ମାଲକାନଗିରିରୁ ରାଜସ୍ଥାନ ଚାଲାଣ ହେଉଥିବା ଜଣାପଡ଼ିଛି।

Ganja Seized
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe