Advertisment

ସାମ୍ବାଦିକଙ୍କ ଉପରେ ପୁଲିସର କାହିଁକି ଏତେ ରାଗ ?

ଜୀବନକୁ ବାଜିରେ ଲଗାଇ ଭିଡ଼ ଭିତରୁ ଖବର ଆଣେ ସାମ୍ବାଦିକ ।

Advertisment

ଜୀବନକୁ ବାଜିରେ ଲଗାଇ ଭିଡ଼ ଭିତରୁ ଖବର ଆଣେ ସାମ୍ବାଦିକ । ରାଜନୈତିକ ହିଂସାକାଣ୍ଡ ଭିତରେ ପ୍ରତିକ୍ରିୟା ଖୋଜେ ସାମ୍ବାଦିକ । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ହିଂସାକାଣ୍ଡ ଭିତରୁ ସତ ସାଉଁଟିବା ପାଇଁ ଅନେକ ବିପଦକୁ ଆପଣାଇଥିଲା ସାମ୍ବାଦିକ । କିନ୍ତୁ ଏହାରି ଭିତରେ ପୁଲିସର ସାମ୍ବାଦିକଙ୍କ ପ୍ରତି ଥିବା ଆଭିମୁଖ୍ୟ ସଭିଙ୍କୁ ହତବାକ କରିଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Ganjam Political Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe