""
ଅପରାଧ ଓଡ଼ିଶା ଗୋପାଳ ପଛରେ କେବଳ ଗୋପାଳ ! ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ପ୍ରାୟ ଏକ ସପ୍ତାହ ପୁରିଲାଣି। ହେଲେ ଏ ଯାଏଁ ଏହି ଘଟଣା ପଛରେ କିଏ ଅଛନ୍ତି ତାର ପର୍ଦ୍ଦାଫାଶ କରିପାରିନି କ୍ରାଇମ ବ୍ରାଞ୍ଚ। ପ୍ରତିଦିନ ତଦନ୍ତକୁ ନେଇ ଅନେକ କଥା ପଦାକୁ ଆସୁଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଦେଖିଲେ ଲାଗୁଛି ଏଭଳି ହତ୍ୟାକାଣ୍ଡ ପଛରେ କେବଳ ଗୋପାଳ ହିଁ ରହିଛି। Manoj Swain 06 Feb 2023 17:32 IST ଗୋପାଳ ପଛରେ କେବଳ ଗୋପାଳ ! | Odisha Reporter Crime Branch Naba Das Murder Odisha Police Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ