""
ଅପରାଧ ଝାରସୁଗୁଡ଼ା ପୁଣି ବନ୍ଧୁକ ଧରିଲା ଗୋପାଳ ଅଭିଯୁକ୍ତ ଗୋପାଳ ଦାସକୁ ସ୍ପଟକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ କଲା କ୍ରାଇମବ୍ରାଞ୍ଚ ଓ ପୁଲିସ, କିଭଳି ଓ କେମିତି ଅତି ପାଖରୁ ନବ ଦାସଙ୍କୁ ଗୁଳି କଲା ଦେଖାଉଛି ଗୋପାଳ, ସେ ଗତ ୨୯ରେ ବ୍ରଜରାଜନଗର ଗାନ୍ଧି ଛକରେ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲା। Manoj Swain 07 Feb 2023 17:23 IST ପୁଣି ବନ୍ଧୁକ ଧରିଲା ଗୋପାଳ | Odisha Reporter Crime Branch Naba Das Murder Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ