""
ଅପରାଧ ଝାରସୁଗୁଡ଼ା ପୁଣି ବନ୍ଧୁକ ଧରିଲା ଗୋପାଳ ଅଭିଯୁକ୍ତ ଗୋପାଳ ଦାସକୁ ସ୍ପଟକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ କଲା କ୍ରାଇମବ୍ରାଞ୍ଚ ଓ ପୁଲିସ, କିଭଳି ଓ କେମିତି ଅତି ପାଖରୁ ନବ ଦାସଙ୍କୁ ଗୁଳି କଲା ଦେଖାଉଛି ଗୋପାଳ, ସେ ଗତ ୨୯ରେ ବ୍ରଜରାଜନଗର ଗାନ୍ଧି ଛକରେ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲା। 07 Feb 2023 17:23 ISTManoj Swain Follow Usପୁଣି ବନ୍ଧୁକ ଧରିଲା ଗୋପାଳ | Odisha ReporterAdvertisment Read More Crime Branch Naba Das MurderAdvertisment