Advertisment

ଗୋପାଳଙ୍କ ଭାଇ ହୋଟେଲରେ ତାଲା

ଗୋପାଳ ଦାସଙ୍କ ଭାଇ ଚଲାଉଥିଲେ ଏହି ହୋଟେଲ। ଘଟଣା ପରଠୁ ଏହି ହୋଟେଲରେ ତାଲା ପଡ଼ିଥିବା ସ୍ଥାନୀୟ ଲୋକ କହୁଛନ୍ତି। ଗୋପାଳ ସେ ହୋଟେଲକୁ ଆସନ୍ତି ଏବଂ ବସିକି ଯାଆନ୍ତି ବୋଲି କହିଛନ୍ତି ସ୍ଥାନୀୟ ଲୋକେ। ଶୁଣନ୍ତୁ ଏନେଇ ଆଉ କଣ କହୁଛନ୍ତି ସ୍ଥାନୀୟ ବାସୀ।

author-image
Debendra Prusty

ଗୋପାଳ ଦାସଙ୍କ ଭାଇ ଚଲାଉଥିଲେ ଏହି ହୋଟେଲ। ଘଟଣା ପରଠୁ ଏହି ହୋଟେଲରେ ତାଲା ପଡ଼ିଥିବା ସ୍ଥାନୀୟ ଲୋକ କହୁଛନ୍ତି। ଗୋପାଳ ସେ ହୋଟେଲକୁ ଆସନ୍ତି ଏବଂ ବସିକି ଯାଆନ୍ତି ବୋଲି କହିଛନ୍ତି ସ୍ଥାନୀୟ ଲୋକେ। ଶୁଣନ୍ତୁ ଏନେଇ ଆଉ କଣ କହୁଛନ୍ତି ସ୍ଥାନୀୟ ବାସୀ। 

Advertisment
Odisha Odisha Police Naveen Patnaik Naba Das