ଗୋପାଳଙ୍କ ଭାଇ ହୋଟେଲରେ ତାଲା || Gopal\'s Brother hotel Closed After Naba Das\'s Death || Odisha Reporter
Advertisment
ଗୋପାଳ ଦାସଙ୍କ ଭାଇ ଚଲାଉଥିଲେ ଏହି ହୋଟେଲ। ଘଟଣା ପରଠୁ ଏହି ହୋଟେଲରେ ତାଲା ପଡ଼ିଥିବା ସ୍ଥାନୀୟ ଲୋକ କହୁଛନ୍ତି। ଗୋପାଳ ସେ ହୋଟେଲକୁ ଆସନ୍ତି ଏବଂ ବସିକି ଯାଆନ୍ତି ବୋଲି କହିଛନ୍ତି ସ୍ଥାନୀୟ ଲୋକେ। ଶୁଣନ୍ତୁ ଏନେଇ ଆଉ କଣ କହୁଛନ୍ତି ସ୍ଥାନୀୟ ବାସୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us