ଫିଟିଯିବ ଗୋପାଳ,କିଏ ଦେବ ନ୍ୟାୟ ?। Naba Das Investigation Will Gopal Punished or Free ? Odisha Reporter
ନବ ଦାସଙ୍କ ହତ୍ୟାକାଣ୍ଡ ପରେ କ୍ରାଇମବ୍ରାଞ୍ଚ ଦାଖଲ କରିଛି ଚାର୍ଜସିଟ୍। ଚାର୍ଜସିଟକୁ ନେଇ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଏହି ଚାର୍ଜସିଟ୍ ଆଧାରରେ ଗୋପାଳ ଶକ୍ତ ଦଣ୍ଡ ପାଇବ ନା ନିର୍ଦ୍ଦୋଷରେ ଖଲାସ ହେବ? ନବ ଦାସଙ୍କ ପରିବାରକୁ ଉଚିତ ନ୍ୟାୟ ମିଳିବ ତ? ଏ ସଂପର୍କରେ ଅଧିକ ଆଲୋଚନା କରିଛନ୍ତି ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
