ବିକ୍ରି ହେଉଛି କି ସରକାରୀ ଚାକିରୀ ? | Odisha Reporter
Advertisment
ପୁଣି କାଠଗଡ଼ାରେ ଓଡିଶା ଷ୍ଟାଫ୍ ସିଲେକସନ୍ କମିଶନ। ଓଏସଏସଏସି ପରୀକ୍ଷା ପ୍ରଶ୍ନ ପତ୍ର ଲିକ ନେଇ ଆସିଲା ସାଂଘାତିକ ଅଭିଯୋଗ। ଯାହାକୁ ନେଇ ଭଦ୍ରକ ସ୍ୱୟଂଶାସିତ କଲେଜରେ ପରୀକ୍ଷାର୍ଥଙ୍କ ହୋହଲ୍ଲା। ଗେଟରେ ତାଲା ପକାଇ ପରୀକ୍ଷାର୍ଥୀଙ୍କୁ ରଖାଗଲା। ପାଟି ଚୁପ ରଖିବା ପାଇଁ ଧମକ ଚମକ୍ ଦିଆଯାଇଥିବା ଅଭିଯୋଗ ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us