ବାହାଘର ଟଙ୍କା ଖାଇଗଲେ ଅସାଧୁ ଅଧିକାରୀ | Odisha Reporter
ଦୁର୍ନିତିର ଗନ୍ତାଘର ନା ଶ୍ରମ କାର୍ଯ୍ୟାଳୟ ? ସରକାରୀ ବାବୁ ଲୁଟି ନେଲେ ଝିଅ ବାହାଘର ଟଙ୍କା । ନିର୍ମାଣ ଶ୍ରମିକ କଲ୍ୟାଣକାରୀ ଯୋଜନା ଅର୍ଥକୁ ବି ଛାଡ଼ିଲେନି । ସରକାରୀ ଚାକିର କରୁଛନ୍ତି ହେଲେ ଉପୁରୀ ଖାଇବା ନିଶା ବାବୁଙ୍କୁ ଘାରିଥିଲା । ଫଳରେ ଚଞ୍ଚକତା କରି ରାଜକୋଷରୁ ମିଳିମିଶି ଆତ୍ମସାତ କରୁଥିଲେ ନିର୍ମାଣ ଶ୍ରମିକ କଲ୍ୟାଣକାରୀ ଯୋଜନାର ଅର୍ଥ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
