Advertisment

ବାହାଘର ଟଙ୍କା ଖାଇଗଲେ ଅସାଧୁ ଅଧିକାରୀ

ଦୁର୍ନିତିର ଗନ୍ତାଘର ନା ଶ୍ରମ କାର୍ଯ୍ୟାଳୟ ? ସରକାରୀ ବାବୁ ଲୁଟି ନେଲେ ଝିଅ ବାହାଘର ଟଙ୍କା । ନିର୍ମାଣ ଶ୍ରମିକ କଲ୍ୟାଣକାରୀ ଯୋଜନା ଅର୍ଥକୁ ବି ଛାଡ଼ିଲେନି ।

Advertisment

ଦୁର୍ନିତିର ଗନ୍ତାଘର ନା ଶ୍ରମ କାର୍ଯ୍ୟାଳୟ ? ସରକାରୀ ବାବୁ ଲୁଟି ନେଲେ ଝିଅ ବାହାଘର ଟଙ୍କା । ନିର୍ମାଣ ଶ୍ରମିକ କଲ୍ୟାଣକାରୀ ଯୋଜନା ଅର୍ଥକୁ ବି ଛାଡ଼ିଲେନି । ସରକାରୀ ଚାକିର କରୁଛନ୍ତି ହେଲେ ଉପୁରୀ ଖାଇବା ନିଶା ବାବୁଙ୍କୁ ଘାରିଥିଲା । ଫଳରେ ଚଞ୍ଚକତା କରି ରାଜକୋଷରୁ ମିଳିମିଶି ଆତ୍ମସାତ କରୁଥିଲେ ନିର୍ମାଣ ଶ୍ରମିକ କଲ୍ୟାଣକାରୀ ଯୋଜନାର ଅର୍ଥ ।

Advertisment
Odisha Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe