Advertisment

ମିଳିଛି ପୁଳା ପୁଳା ସୁନା ଗହଣା, ନିଜେ ଜମି କିଣି ପତ୍ନୀଙ୍କୁ ବିକୁଥିଲେ

ପାଖରେ ଥିଲା ୧୩ ଲକ୍ଷ ଟଙ୍କା। ଭିଜିଲାନ୍ସକୁ ଦେଖି ଫୋପାଡ଼ି ଦେଇଥିଲେ ୧୦ ଲକ୍ଷ।

author-image
Jitendra Garnayak

OPHWC ଡିଜିଏମଙ୍କ ଘରୁ ମିଳିଲା କେଜିଏ ସୁନା ଗହଣା। ପାଖରେ ଥିଲା ୧୩ ଲକ୍ଷ ଟଙ୍କା। ଭିଜିଲାନ୍ସକୁ ଦେଖି ଫୋପାଡ଼ି ଦେଇଥିଲେ ୧୦ ଲକ୍ଷ। ପଡ଼ୋଶୀ ଘରର ଟେରାସକୁ ଫିଙ୍ଗି ଦେଇଥିଲେ ବଣ୍ଡଲ ବଣ୍ଡଲ ଟଙ୍କା। ଭୁବନେଶ୍ୱର ଆଇଗିଣିଆ ଘରୁ ମିଳିଲା କେଜିଏ ସୁନା ସହ ମୂଲ୍ୟବାନ ପର୍ଲ। ଦାମୀ ତାଙ୍କର ମୋବାଇଲ ସହ ଜମି ସଉକ ବି ଥିଲା। ଘର ଭିତରେ କରୁଥିଲେ ଜମି କାରବାର। ନିଜେ ଜମି କିଣି ପତ୍ନୀଙ୍କୁ ବିକ୍ରି କରୁଥିଲେ। 

Advertisment
Vigilance Raid Vigilance Net