କାମ ପାଇଁ ଯାଇ ଫେରିଲେନି ଜିଆରଏସ୍‌, ମିଳିଲା ମୃତଦେହ

ସବୁ ଦିନ ପରି ଗତକାଲି ବି ଦିନବନ୍ଧୁ ସକାଳୁ ପଞ୍ଚାୟତ କାର୍ଯ୍ୟାଳୟକୁ ବାଇକ୍ ଧରି ବାହାରି ଯାଇଥିଲେ।

Deadbody

ଜିଆରଏସ୍‌ଙ୍କ ମୃତଦେହ ବାଇକ୍‌ ନିକଟରେ ପଡ଼ିଛି।

Niharika Rout
  • Published: Thursday, 23 November 2023
  • Updated: 23 November 2023, 09:02 AM IST

Sports

Latest News

କାମ କରିବାକୁ ଘରୁ ବାହାରିଥିଲେ ଜିଆର୍‌ଏସ୍‌ । କିନ୍ତୁ ସମୟ ଗଡ଼ିଯିବା ପରେ ବି ଘରକୁ ଫେରିଲେନି। ପରିବାର ଲୋକେ ନାନା ଆଶଙ୍କା ମଧ୍ୟରେ ଚାରିଆଡ଼େ ଖୋଜାଖୋଜି କରିବା ପରେ ଶେଷରେ ପାଇଲେ ମୃତଦେହ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଘଟିଛି। ମୃତ ଜିଆରଏସ୍‌ଜଣକ ହେଲେ ନାକଟିଦେଉଳ ବ୍ଲକ ଘୁସୁରାମାଲ ପଞ୍ଚାୟତରେ କାର୍ଯ୍ୟରତ ଜିଆରଏସ ଦିନବନ୍ଧୁ ଦାସ ।

ସବ ଦିନ ପରି ଗତକାଲି ବି ଦିନବନ୍ଧୁ ସକାଳୁ ପଞ୍ଚାୟତ କାର୍ଯ୍ୟାଳୟକୁ ବାଇକ୍ ଧରି ବାହାରି ଯାଇଥିଲେ। ମାତ୍ର ସନ୍ଧ୍ୟା ସୁଦ୍ଧା ସେ ଘରକୁ ଫେରି ନ ଥିଲେ। ବାରମ୍ବାର ଫୋନ୍‌ କରିବା ସତ୍ତ୍ୱେ ସେ ଫୋନ୍‌ ଉଠାଇଲେ ନାହିଁ ।

ଏହାପରେ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିବା ପରେ ସୁରାମାଲ - ଝାଟିକିମାଲ ରାସ୍ତା ମଝିରେ ଥିବା ମାଟି ଖାଲ ରାସ୍ତାରେ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଲେ । ମାତ୍ର ମୃତଦେହରେ କୈଣସି କ୍ଷତ ଚିହ୍ନ ଦେଖିବାକୁ ମିଳିନାହିଁ । ନିକଟରେ ବାଇକ୍‌ଟି ଷ୍ଟାଣ୍ଡ ମରାଯାଇ ରଖାଯାଇଛି ।

ଖବର ପାଇ ଆଜି ସକାଳୁ ରେଢ଼ାଖୋଲ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୂର୍ବ ଶତ୍ରୁତା ନା ରାଜନୈତିକ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଛି ତାହା ଉପରୁ ପରଦା ହଟିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story