ନାବାଳିକା ପ୍ରେମିକାକୁ ଫାଶୀ ଦିଅ !

' ମୁଁ ସେ ଝିଅକୁ ଭଲ ପାଉଥିଲି । ତେଣୁ ରଜତକୁ ହତ୍ୟା କଲି । '

Manoj Swain
  • Published: Friday, 14 July 2023
  • Updated: 14 July 2023, 12:33 PM IST

Sports

Latest News

କ୍ରାଇମ ସିନ ରିକ୍ରିଏସନ ସମୟରେ, ରଜତ ହତ୍ୟାର ମୁଖ୍ୟ ଅଭିଯୁକ୍ତ ସୂଯ୍ୟର୍କାନ୍ତ ସେଲମାର ଇଏ ଥିଲା ବଡ ବୟାନ । ମୁଁ ସେ ଝିଅକୁ ଭଲ ପାଉଥିଲି । ତେଣୁ ରଜତକୁ ହତ୍ୟା କଲି । ଦେଖନ୍ତୁ ଆଜି ସକାଳୁ ପୁଲିସ ଟିମ ସହିତ କେମିତି ହତ୍ୟାର ଧାରାବିବରଣୀ ଦେଉଛି, ମୁଖ୍ୟ ଅଭିଯୁକ୍ତ ସୂଯ୍ୟର୍କାନ୍ତ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos