ନାବାଳିକା ପ୍ରେମିକାକୁ ଫାଶୀ ଦିଅ ! | Odisha Reporter
Advertisment
କ୍ରାଇମ ସିନ ରିକ୍ରିଏସନ ସମୟରେ, ରଜତ ହତ୍ୟାର ମୁଖ୍ୟ ଅଭିଯୁକ୍ତ ସୂଯ୍ୟର୍କାନ୍ତ ସେଲମାର ଇଏ ଥିଲା ବଡ ବୟାନ । ମୁଁ ସେ ଝିଅକୁ ଭଲ ପାଉଥିଲି । ତେଣୁ ରଜତକୁ ହତ୍ୟା କଲି । ଦେଖନ୍ତୁ ଆଜି ସକାଳୁ ପୁଲିସ ଟିମ ସହିତ କେମିତି ହତ୍ୟାର ଧାରାବିବରଣୀ ଦେଉଛି, ମୁଖ୍ୟ ଅଭିଯୁକ୍ତ ସୂଯ୍ୟର୍କାନ୍ତ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us