Advertisment

ବାଲେଶ୍ୱର: ହତ୍ୟା ମାମଲାରେ ଜଣଙ୍କୁ ୧୦ ବର୍ଷ କାରାଦଣ୍ଡ

ବାଲେଶ୍ୱର: ବାଲେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଗୁରୁବାର ଦୁଇଟି ହତ୍ୟାମାମଲାର ବିଚାରକରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଚାନ୍ଦିପୁର ଥାନା ମଝିକିଆ ଗାଁର ଗଙ୍ଗାଧର ମହାଳିକ ୨୦୧୩ ଜୁନ ୨୦ରେ ବାପା ଅର୍ଜୁନ ମହାଳିକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହାର ବିଚାରକରି ଅଭିଯୁକ୍ତ ଗଙ୍ଗାଧରଙ୍କୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ୧୦ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ସେହିପରି ନୀଳଗିରି ଥାନା ଅଯୋଦ୍ଧ୍ୟା ଗାଁର ହରେକୃଷ୍ଣ ବେହେରା, ସ୍ତ୍ରୀ ଅନୀତା […]

ଅଦ୍ୟତନ ହୋଇଛି
ବାଲେଶ୍ୱର: ହତ୍ୟା ମାମଲାରେ ଜଣଙ୍କୁ ୧୦ ବର୍ଷ କାରାଦଣ୍ଡ

baleswara-jilla-dourajaja

Advertisment

ବାଲେଶ୍ୱର: ବାଲେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଗୁରୁବାର ଦୁଇଟି ହତ୍ୟାମାମଲାର ବିଚାରକରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଚାନ୍ଦିପୁର ଥାନା ମଝିକିଆ ଗାଁର ଗଙ୍ଗାଧର ମହାଳିକ ୨୦୧୩ ଜୁନ ୨୦ରେ ବାପା ଅର୍ଜୁନ ମହାଳିକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହାର ବିଚାରକରି ଅଭିଯୁକ୍ତ ଗଙ୍ଗାଧରଙ୍କୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ୧୦ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ସେହିପରି ନୀଳଗିରି ଥାନା ଅଯୋଦ୍ଧ୍ୟା ଗାଁର ହରେକୃଷ୍ଣ ବେହେରା, ସ୍ତ୍ରୀ ଅନୀତା ବେହେରାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe