ମୃତ ସାଙ୍ଗର ନାବାଳିକା ଝିଅକୁ ଏକାଧିକ ଥର ଦୁଷ୍କର୍ମ ଓ ଗର୍ଭପାତ | Minor\'s rape in Delhi | Odisha Reporter
Advertisment
ମୃତ ସାଙ୍ଗର ଝିଅକୁ ପାଠ ପଢ଼େଇବି, ଝିଅ ଭଳି ପାଳିବି ବୋଲି କହିଲେ। ହେଲେ ବାପା ମୃତ୍ୟୁର ସୁଯୋଗ ନେଇ ନାବାଳିକା ଝିଅ ଉପରେ ପାପ ନଜର ପକାଇଲା ବନ୍ଧୁ। ଘରେ ରଖିଥିବା ସାଙ୍ଗର ଝିଅକୁ ମାସ ମାସ ଧରି ଦୁଷ୍କର୍ମ କଲେ। ଏମିତିକି ନାବାଳିକା ଜଣଙ୍କ ଗର୍ଭବତୀ ହୋଇଗଲେ। ଆଉ ଏହି ଯୌନ ରାକ୍ଷସ ଜଣଙ୍କ ପାପକୁ ଲୁଚାଇବାକୁ ଯାଇ ନାବାଳିକା ଜଣଙ୍କୁ ଜୋର ଜବରଦସ୍ତି ମେଡିସିନ୍ ଖୁଆଇ ଗର୍ଭପାତ କରାଇଦେଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us