Advertisment

ଗାଁ ଗାଁ ବୁଲି ଚୋରି କରୁଥିଲେ, ଏବେ ଧରାପଡ଼ିଲେ

ଅନେକ ଦିନ ହେବ ଟିଟିଲାଗଡ଼ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ନେଇ ଥାନା ରେ ମାମଲା ରୁଜୁ ହୋଇଥିଲା

Titilagarh

Titilagarh

Advertisment

ଟିଟିଲାଗଡ଼ ପୁଲିସ ୪ ଜଣ କୁଖ୍ୟାତ ଚୋରଙ୍କୁ ଗିରଫ କରିଛି। ଜବତ ସାମଗ୍ରୀ ମଧ୍ୟରେ ଅନେକ ସୁନାଗହଣା, ପୂଜା ସାମଗ୍ରୀ, ପିତଳ ବାସନ, ନଗଦ ଟଙ୍କା, ପାଣି ପମ୍ପ, ସମେତ ଅନେକ ପ୍ରକାର ମାରାଣାସ୍ତ୍ର ରହିଛି।

Advertisment

ଅନେକ ଦିନ ହେବ ଟିଟିଲାଗଡ଼ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ନେଇ ଥାନା ରେ ମାମଲା ରୁଜୁ ହୋଇଥିଲା। ହାଟପଦା ପଡ଼ାର ଏକ ଘରୁ ୧୦ ହଜାର ନଗଦ ଟଙ୍କା ଓ ସୁନା ଗହଣା ଚୋରି ହୋଇଥିଲା। ସେହିପରି ସହରର କାଳି ମନ୍ଦିରରୁ ଟଙ୍କା ଓ ପିତଳ ସାମଗ୍ରୀ ଚୋରି ହୋଇଥିଲା।

ପରେ ଟିଟିଲାଗଡ଼ ପୁଲିସ ତାର ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲା। ଏହି ଟିମ୍‌ ସାହାଯ୍ୟରେ ଘଟଣାରେ ସଂପୃକ୍ତ ଥିବା ୪ ଜଣ କୁଖ୍ୟାତ ଚୋରକୁ ଗିରଫ କରିଛି ଟିଟିଲାଗଡ଼ ପୁଲିସ।

Advertisment
Loot Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe