ବିଜେଡି ନେତାଙ୍କୁ ଲାଗିଛି ସାଂଘାତିକ ଝଟକା। ପଡ଼ିଛି ୨୪ କୋଟି ୨୧ ଲକ୍ଷ ଟଙ୍କାର ଫାଇନ୍ । ମାତ୍ରାଧିକ ଖଣି ଉତ୍ତୋଳନ ତଥା ଜଙ୍ଗଲ ଜମିରେ ବେଆଇନ ଖନନ ମାମଲାରେ ନିଆଯାଇଛି ଏପରି କଡ଼ା ଆକ୍ସନ । ଏହି ବିଜେଡି ନେତା ଜଣଙ୍କ ହେଉଛନ୍ତି ବେଣୁଧର ପ୍ରଧାନ । ନୟାଗଡ଼ କାସିଆ ପାହାଡ଼ରେ ମାତ୍ରାଧିକ ଖଣି ଉତ୍ତୋଳନ ଓ ଜଙ୍ଗଲ ଜମିରେ ବେଆଇନ ଖନନ ମାମଲାରେ ତାଙ୍କ ବିରୋଧରେ ନିଆଯାଇଛି ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ତିର୍ତ୍ତୋଲ ବ୍ଲକ୍ ସହକାରୀ ଯନ୍ତ୍ରୀ ନିଲମ୍ବିତ
ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପଞ୍ଚାୟତରାଜ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି।
Crime
ସାଇବର ଠକଙ୍କ ଟାର୍ଗେଟରେ ପେନସନ ଯୋଜନା: ସତର୍କ କରାଇଲେ ସରକାର
କେନ୍ଦ୍ର ସରକାରଙ୍କ ଜୀବନ ପ୍ରମାଣ ଯୋଜନାର ବାର୍ଷିକ ଆବେଦନ ତାରିଖ ଶେଷ ହେବାକୁ ଯାଉଥିବାରୁ ସାଇବର ଲୁଟେରାମାନେ ଲୋକଙ୍କୁ ସୋଶାଲ ମିଡିଆ ଜରିଆରେ ଠକିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି।
Crime
ଆରଜି କର ହରର୍: CBI ଚାର୍ଜସିଟରେ ବଡ଼ ଖୁଲାସା
ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଚ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇର ଚାର୍ଜସିଟରେ ବଡ଼ ଖୁଲାସା ହୋଇଛି।
Crime
ମରଣ ସହ ଲଢ଼ି ୮୬ ଦିନ ପରେ ଆଖି ବୁଜିଲେ ଯୁବକ; ଖଣ୍ଡଗିରିରେ ଉତ୍ତେଜନା
ଯୁବକମାନେ କ୍ରିକେଟ ବ୍ୟାଟରେ ପ୍ରକାଶଙ୍କୁ ନିଧୁର୍ମ ପିଟିଥିଲେ।
Crime
ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ଯାଇଥିଲେ, ଘରେ କଳାକନା ବୁଲାଇଦେଲେ ଲୁଟେରା
ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ପରିବାର ସହ ଗାଁକୁ ଯାଇଥିଲେ। ଏହା ମଧ୍ୟରେ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ। ସୁନା, ଅଳଙ୍କାର ସହ ଟଙ୍କା ସବୁ ଲୁଟି ନେଇଗଲେ।