Advertisment

ନକଲି ସାର୍ଟିଫିକେଟ ତାଲିକାରେ ଦୁର୍ଦ୍ଦାନ୍ତ ଅପରାଧୀ।

ଅସଲି ଭଳି ଲାଗୁଥିବା ଏସବୁ ହେଉଛି ନକଲି। ମାଧ୍ୟମିକ ଶିକ୍ଷା ପରିଷଦ, ଉତ୍ତରପ୍ରଦେଶର ଏହି ସାର୍ଟିଫିକେଟ ଓ ମାର୍କସିଟରେ ଅଛି ବବଲୁ ମହାନନ୍ଦ ନାଁ। ବବଲୁ ମହାନନ୍ଦ ନାଁରେ ବଲାଙ୍ଗିର ଜିଲ୍ଳାର ବିଭିନ୍ନ ଥାନାରେ ରହିଛି ସଂଗୀନ ମାମଲା

author-image
Manoj Swain

ଅସଲି ଭଳି ଲାଗୁଥିବା ଏସବୁ ହେଉଛି ନକଲି। ମାଧ୍ୟମିକ ଶିକ୍ଷା ପରିଷଦ, ଉତ୍ତରପ୍ରଦେଶର ଏହି ସାର୍ଟିଫିକେଟ ଓ ମାର୍କସିଟରେ ଅଛି ବବଲୁ ମହାନନ୍ଦ ନାଁ। ବବଲୁ ମହାନନ୍ଦ ନାଁରେ ବଲାଙ୍ଗିର ଜିଲ୍ଳାର ବିଭିନ୍ନ ଥାନାରେ ରହିଛି ସଂଗୀନ ମାମଲା। ଗତ କିଛି ଦିନ ତଳେ, ଶାସ୍ତ୍ରୀନଗରର ଦୀପ ଦଂପତ୍ତିଙ୍କୁ ସ୍ପଷ୍ଟ ଦିବାଲୋକରେ ମରଣାନ୍ତକ ଆକ୍ରମଣ କରିଥିଲା ବବଲୁ ମହାନନ୍ଦ।

Advertisment
Odisha Balangir Crime