ଲୀଳା କରୁଥିଲା ସ୍ୱାମୀ, ରଙ୍ଗେ ହାତ ଧରିଲା ସ୍ତ୍ରୀ | Odisha Reporter
ରସିକିଆ ସ୍ୱାମୀଙ୍କୁ ହୋଟେଲ ରୁମ ଭିତରୁ ରଙ୍ଗେ ହାତ ଧରିଲେ ସ୍ତ୍ରୀ। ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ହୋଟେଲ ରୁମରେ ଥିବା ବେଳେ ଧରିଲା ପୁଲିସ। ମଙ୍ଗଳବାର ବିଳମ୍ୱିତ ରାତିରେ ରାଜଧାନୀ ଭୁବନେଶ୍ୱରରେ ଘଟିଥିଲା ଏପରି ଘଟଣା । ରସିକିଆ ସ୍ୱାମୀଙ୍କୁ ରଙ୍ଗେ ହାତରେ ଧରିବା ପରେ ମହିଳା ଜଣଙ୍କ କଣ କହିଛନ୍ତି ଶୁଣନ୍ତୁ...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
