ରାଜଧାନୀ ଭୁବନେଶ୍ୱରରେ ଲୁଟୁଥିଲେ। ଆଉ ସେହି ଟଙ୍କାରେ ଅୟସ୍ କରୁଥିଲେ। ବିମାନରେ ଯିବାଆସିବା କରୁଥିଲେ। ମୁମ୍ୱାଇ ବୁଲିବାକୁ ଯାଇ ତାଜ୍ ହୋଟେଲ୍ରେ ରହୁଥିଲେ। ଏମିତି ଜଣେ କୋଟିପତି ଲଗ୍ଜୁରିୟସ୍ ଲୁଟେରା ହେଉଛନ୍ତି ପର୍ଶୁରାମ ଗିରି। ଗତକାଲି ଭୁବନେଶ୍ୱର କମିଶନରେଟ୍ ପୁଲିସ୍ ହାତରେ ଧରା ପଡ଼ିଛନ୍ତି। ରାଜଧାନୀରେ ଚେକିଂ ବ୍ଲକିଂ ବେଳେ ପୁଲିସ୍ର ଚକ୍ରବ୍ୟୁହରା ଫଶିଯାଇଛନ୍ତି ପର୍ଶୁରାମ। ପୁଲିସ୍ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ଓ ଗହଣା ଜବତ କରିଛି। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜିରୋ ନାଇଟ୍ ସେଲିବ୍ରେଶନ ବେଳେ ଛୁରା ମାଡ଼; ୪ ଗୁରୁତର
ଧୁମଧାମରେ ଚାଲିଥିଲା ଜିରୋ ନାଇଟ୍ ସେଲିବ୍ରେଶନ । ନାଚଗୀତରେ ମସଗୁଲ ଥିଲେ ସମସ୍ତେ। ମାତ୍ର ହଠାତ୍ ଫୁଟିଲା ଗୁଳି ଓ ହେଲା ଅତର୍କିତ ଛୁରା ମାଡ଼ । ଏପରି ମରଣାତ୍ମକ ଆକ୍ରମଣରେ ୪ ଜଣ ଗୁରୁତର ହୋଇଛନ୍ତି।
Crime
ବିଦାୟୀ ବର୍ଷରେ ଭିଜିଲାନ୍ସ ଜାଲରେ ୧୮୧ ବାବୁ, ୨୫ ଚାକିରିରୁ ବହିଷ୍କୃତ
ବିଦାୟୀ ବର୍ଷରେ ୧୮୧ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କୁ ବାନ୍ଧିଛି ଭିଜିଲାନ୍ସ । କେବଳ ସରକାରୀ ବାବୁ ନୁହନ୍ତି ସେମାନଙ୍କ ସହଯୋଗୀଙ୍କୁ ବାନ୍ଧିବା ସହ ସେମାନଙ୍କ ନାଁରେ ରୁଜୁ ହୋଇଛି ୨ଶହରୁ ଅଧିକ ମାମଲା ।
Crime
ବୈତରଣୀ ନଦୀକୁ ଡେଇଁ ପଡ଼ିଲେ ଦୋକାନୀ, ଭାସୁଛି ମୃତଦେହ
ଗତ ରାତି ୧୧ଟା ବେଳେ ସେ ନିଜ ସ୍କୁଟିକୁ ଚମ୍ପୁଆ ବୈତରଣୀ ପୋଲ ଉପରେ ରଖି ନଦୀକୁ ଡେ଼ଇଁ ପଡ଼ିଥିଲେ ।
Crime
ଫସଲ ହାନୀ ଯୋଗୁ ଉଜୁଡ଼ିଗଲା ସଂସାର; ଜୀବନ ହାରିଲେ ଚାଷୀ
ଏଥରର ଅଦିନିଆ ବର୍ଷା କେବଳ ଯେ ବିଲରୁ ଫସଲ ଧୋଇ ନେଇଛି ତାହା ନୁହେଁ, ଏହା ବହୁ ପରିବାରର ହସଖୁସି ବି ଧୋଇ ନେଇଛି। ଫସଲ ହାନୀ ପାଇଁ ପୁଣି ଥରେ ଉଜୁଡ଼ି ଯାଇଛି ଆଉ ଏକ ସଂସାର।
Crime
ଗଚ୍ଛିତ ଥିଲା ଦେଢ଼ ହଜାର କ୍ୱିଣ୍ଟାଲ୍ ଧାନ, ସିଲ୍ କଲା ଯୋଗାଣ ବିଭାଗ
କପ୍ତିପଦା ଥାନା ଗୌଡ଼ଗାଁ ଗାଁରେ ଥିବା ଏକ ଗୋଦାମରେ ବିପୁଳ ପରିମାଣରେ ଧାନ ଗଚ୍ଛିତ ରହିଥିଲା। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାରଙ୍କ ଉପସ୍ଥିତିରେ ଯୋଗାଣ ବିଭାଗ ଓ ପୁଲିସ ମିଳିତ ଭାବେ ସେହି ଗୋଦାମରେ ଚଢ଼ଉ କରିଥିଲା।