କୋଟିପତି ଚୋର, ସୁନା-ରୂପା ଦେଖି ପୋଲିସ ଟେରା | Odisha Reporter
Advertisment
ରାଜଧାନୀ ଭୁବନେଶ୍ୱରରେ ଲୁଟୁଥିଲେ। ଆଉ ସେହି ଟଙ୍କାରେ ଅୟସ୍ କରୁଥିଲେ। ବିମାନରେ ଯିବାଆସିବା କରୁଥିଲେ। ମୁମ୍ୱାଇ ବୁଲିବାକୁ ଯାଇ ତାଜ୍ ହୋଟେଲ୍ରେ ରହୁଥିଲେ। ଏମିତି ଜଣେ କୋଟିପତି ଲଗ୍ଜୁରିୟସ୍ ଲୁଟେରା ହେଉଛନ୍ତି ପର୍ଶୁରାମ ଗିରି। ଗତକାଲି ଭୁବନେଶ୍ୱର କମିଶନରେଟ୍ ପୁଲିସ୍ ହାତରେ ଧରା ପଡ଼ିଛନ୍ତି। ରାଜଧାନୀରେ ଚେକିଂ ବ୍ଲକିଂ ବେଳେ ପୁଲିସ୍ର ଚକ୍ରବ୍ୟୁହରା ଫଶିଯାଇଛନ୍ତି ପର୍ଶୁରାମ। ପୁଲିସ୍ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ଓ ଗହଣା ଜବତ କରିଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us