Advertisment

ନବ ଦାସଙ୍କ ହତ୍ୟାକାଣ୍ଡର କାହାଣୀ ପଢୁଛନ୍ତି ମାଓବାଦୀ !

ପୁଲିସ ଏଏସଆଇ ଗୋପାଳ ଦାସ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା କରିଥିଲେ। ଯାହା ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିଲା।

author-image
Manoj Swain

ଯେଉଁ ହତ୍ୟାକାଣ୍ଡକୁ ଦେଖି ସମସ୍ତେ ସ୍ତବ୍ଧ ପାଲଟି ଯାଇଥିଲେ, ସେହି ହତ୍ୟାକାଣ୍ଡର କାହାଣୀ ପଢୁଛନ୍ତି ମାଓବାଦୀ। ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ବ୍ରଜରାଜନଗରକୁ ଏକ ଦଳୀୟ କାର୍ଯ୍ୟକ୍ରମରେ ଯାଉଥିବା ବେଳେ ଗାନ୍ଧୀ ଛକ ନିକଟରେ ଫୁଟିଥିଲା ଗୁଳି। ଫାଣ୍ଡିରେ କାର୍ଯ୍ୟରତ ପୁଲିସ ଏଏସଆଇ ଗୋପାଳ ଦାସ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲେ। ଯାହା ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ରାଜ୍ୟ ରାଜନୀତିର ସେହି ହାଇପ୍ରୋଫାଇଲ ମର୍ଡର କେସ ଏବେ ମାଓବାଦୀଙ୍କ ଖାତାରେ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Murder Naba Das