ହୋମଗାର୍ଡ ମାଗୁଛି ଦେହର ସୁଖ ! | Odisha Reporter
ଜଣେ ସାଧାରଣ ହୋମଗାର୍ଡର ଏତେ ସାହସ ହେଲା କିପରି ? ମହିଳା ପୁଲିସ ଅଧିକାରୀଙ୍କୁ ଫୋନରେ ଶାରିରୀକ ସୁଖ ମାଗିବା ଦୁଃସାହସ ନୁହେଁ ତ ଆଉ କଣ ? କାହା ବଳରେ ବଳିଆନ ହୋମଗାର୍ଡ ? ସୋନପୁର ଏସ୍.ପିଙ୍କ ଗେହ୍ଲାପୁଅ କୁହାଯାଉଥିବା ହୋମଗାର୍ଡ ରାଜକୁମାର ପ୍ରଧାନଙ୍କ ନାଁରେ ଆସିଛି ସଂଗୀନ ଅଭିଯୋଗ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
