Advertisment

ହୋମଗାର୍ଡ ମାଗୁଛି ଦେହର ସୁଖ !

ଜଣେ ସାଧାରଣ ହୋମଗାର୍ଡର ଏତେ ସାହସ ହେଲା କିପରି ? କାହା ବଳରେ ବଳିଆନ ହୋମଗାର୍ଡ ?

Advertisment

ଜଣେ ସାଧାରଣ ହୋମଗାର୍ଡର ଏତେ ସାହସ ହେଲା କିପରି ? ମହିଳା ପୁଲିସ ଅଧିକାରୀଙ୍କୁ ଫୋନରେ ଶାରିରୀକ ସୁଖ ମାଗିବା ଦୁଃସାହସ ନୁହେଁ ତ ଆଉ କଣ ? କାହା ବଳରେ ବଳିଆନ ହୋମଗାର୍ଡ ? ସୋନପୁର ଏସ୍‌.ପିଙ୍କ ଗେହ୍ଲାପୁଅ କୁହାଯାଉଥିବା ହୋମଗାର୍ଡ ରାଜକୁମାର ପ୍ରଧାନଙ୍କ ନାଁରେ ଆସିଛି ସଂଗୀନ ଅଭିଯୋଗ ।

Advertisment
Odisha Odisha Police Sonepur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe