Advertisment

ଜେଲ୍ ଭିତରେ ଛୁରୀ

ଜେଲ ଭିତରେ କଏଦୀଙ୍କ ହାତରେ ଚାକୁ । ଏମିତି ଘଟଣା ଭୁବନେଶ୍ବର ଝାରପଡା ଜେଲରେ ଘଟିଛି ।

author-image
Manoj Swain

ଜେଲ ଭିତରେ କଏଦୀଙ୍କ ହାତରେ ଚାକୁ । ଏମିତି ଘଟଣା ଭୁବନେଶ୍ବର ଝାରପଡା ଜେଲରେ ଘଟିଛି । କଏଦୀ କିଭଳି ଚାକୁ ଧରି ଡେମୋ ଦେଖାଉଛନ୍ତି ତାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Jharpada Jail