ଛାତି ଥରାଇଦେବ ସିନ ରିକ୍ରିଏସନ ! || Rourkela Murder Scene Recreation || Odisha Reporter
ରାଉରକେଲା ସହରରେ ହୋଇଛି ପୂରା ଫିଲ୍ମ ଷ୍ଟାଇଲରେ ମର୍ଡର। ସାମାନ୍ୟ କଳହରୁ ଚାଲିଗଲା ଜୀବନ। ଫିଲ୍ମରେ ଯେମିତି ପ୍ରଥମେ ହତ୍ୟା କରନ୍ତି ଓ ପରେ ହାତ ଗୋଡବାନ୍ଧି ପାଣିକୁ ଫିଙ୍ଗି ଦିଅନ୍ତି ଠିକ୍ ସେମିତି ହୋଇଛି ହତ୍ୟା। କେବଳ ହତ୍ୟା ନୁହେଁ, ମୃତ ଶରୀରକୁ ପାଣିରେ ଯେମିତି ନ ଭାସିବ ସେଥି ପାଇଁ ଦେହରେ ବଡ଼ ପଥର ବାନ୍ଧି ଫିଙ୍ଗି ଥିଲେ। ଏହା ସହ ମୃତ ଶରୀରର ପେଟକୁ ମଧ୍ୟ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ। ଘଟଣା ଘଟିଥିଲା ରଘୁନାଥ ପଲ୍ଲୀ ଥାନା ଅନ୍ତର୍ଗତ ପାର୍କିଂ ବସ୍ତିରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
