ଛାତି ଥରାଇଦେବ ହତ୍ୟା ସିନ୍‌ ରିକ୍ରିଏସନ!

  • Published: Friday, 05 May 2023
  • , Updated: 05 May 2023, 01:19 PM IST

ରାଉରକେଲା ସହରରେ ହୋଇଛି ପୂରା ଫିଲ୍ମ ଷ୍ଟାଇଲରେ ମର୍ଡର। ସାମାନ୍ୟ କଳହରୁ ଚାଲିଗଲା ଜୀବନ। ଫିଲ୍ମରେ ଯେମିତି ପ୍ରଥମେ ହତ୍ୟା କରନ୍ତି ଓ ପରେ ହାତ ଗୋଡବାନ୍ଧି ପାଣିକୁ ଫିଙ୍ଗି ଦିଅନ୍ତି ଠିକ୍ ସେମିତି ହୋଇଛି ହତ୍ୟା। କେବଳ ହତ୍ୟା ନୁହେଁ, ମୃତ ଶରୀରକୁ ପାଣିରେ ଯେମିତି ନ ଭାସିବ ସେଥି ପାଇଁ ଦେହରେ ବଡ଼ ପଥର ବାନ୍ଧି ଫିଙ୍ଗି ଥିଲେ। ଏହା ସହ ମୃତ ଶରୀରର ପେଟକୁ ମଧ୍ୟ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ। ଘଟଣା ଘଟିଥିଲା ରଘୁନାଥ ପଲ୍ଲୀ ଥାନା ଅନ୍ତର୍ଗତ ପାର୍କିଂ ବସ୍ତିରେ। 

Related story