Advertisment

ରାଜଧାନୀ ଭୁବନେଶ୍ୱରରୁ ୩ କୁଇଣ୍ଟାଲ ଗଞ୍ଜେଇ ଜବତ

ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ୩୦ ଲକ୍ଷ ଟଙ୍କା ହେବ।

author-image
Manoj Swain

ରାଜଧାନୀରେ ୩ ଶହ କେଜି ଗଞ୍ଜେଇ ଜବତ ହୋଇଛି। ପିତାପଲ୍ଲୀରୁ ପାହାଳ ଭିତରେ ୩ ଅପରାଧୀଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କଲା ସ୍ପେଶାଲ କ୍ରାଇମ ୟୁନିଟ। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ୩୦ ଲକ୍ଷ ଟଙ୍କା ହେବ। ସମସ୍ତ ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ଝାଡ଼ଖଣ୍ଡର ବୋଲି ଯଣାପଡ଼ିଛି। 

Advertisment
Odisha Bhubaneswar