ଅଦ୍ୟତନ ହୋଇଛି
ଲୋକସଭାରେ ପଶିଗଲେ ଅଜ୍ଞାତ ଯୁବକ | Odisha Reporter
Advertisment
ଲୋକସଭାରେ ପ୍ରବେଶ କଲେ ଅଜ୍ଞାତ ଯୁବକ। ଲୋକସଭା ଅଧିବେଶନ ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ପ୍ରବେଶ କଲେ ୨ ଅଜ୍ଞାତ ଯୁବକ। ତାଙ୍କ ହାତରେ କିଛି ଗ୍ୟାସ ନିର୍ଗତ ସାମଗ୍ରୀ ବି ଥିବା ଜଣାଯାଇଛି। ତେବ ସେମାନଙ୍କ ପରିଚୟ ମିଳିପାରିନି। ଆଜି ପାର୍ଲାମେଣ୍ଟ ଆକ୍ରମଣକୁ ୨୨ ବର୍ଷ ପୂରିଥିବା ବେଳେ କିପରି ଏପରି ସାଂଘାତିକ ତ୍ରୁଟି ଘଟିଲା ତାହା ସମଗ୍ର ଦେଶବାସୀଙ୍କୁ ଚକିତ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us