Advertisment

ଦେହରେ ସେଲୋ ଟେପ ମାରି ଗଞ୍ଜେଇ ଚାଲାଣ

ଦେହରେ ୨୨କେଜି ଗଞ୍ଜେଇ ସେଲୋ ଟେପରେ ପ୍ୟାକିଂ କରି ଚାଲାଣ କରୁଥିଲେ।

author-image
Manoj Swain

ଗଞ୍ଜେଇ ଚୋରା ଚାଲାଣର ଅଭିନବ ଉପାୟ। କୋରାପୁଟ ନନ୍ଦପୁରରେ ଜଣେ ବ୍ୟକ୍ତି ଦେହରେ ଗଞ୍ଜେଇ ଗୁଡାଇ ଚାଲାଣ କରୁଥିବା ବେଳେ ପୁଲିସ ହାତରେ ଧରାପଡିଛନ୍ତି। ଦେହରେ ୨୨କେଜି ଗଞ୍ଜେଇ ସେଲୋ ଟେପରେ ପ୍ୟାକିଂ କରି ଚାଲାଣ କରୁଥିଲେ।

Advertisment
Odisha Koraput Ganja