ଦେହରେ ସେଲୋ ଟେପ ମାରି ଗଞ୍ଜେଇ ଚାଲାଣ | Huge Quantities Of Ganja Seized In Koraput | Odisha Reporter
Advertisment
ଗଞ୍ଜେଇ ଚୋରା ଚାଲାଣର ଅଭିନବ ଉପାୟ। କୋରାପୁଟ ନନ୍ଦପୁରରେ ଜଣେ ବ୍ୟକ୍ତି ଦେହରେ ଗଞ୍ଜେଇ ଗୁଡାଇ ଚାଲାଣ କରୁଥିବା ବେଳେ ପୁଲିସ ହାତରେ ଧରାପଡିଛନ୍ତି। ଦେହରେ ୨୨କେଜି ଗଞ୍ଜେଇ ସେଲୋ ଟେପରେ ପ୍ୟାକିଂ କରି ଚାଲାଣ କରୁଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us